କଲେଜର ଡିଗ୍ରି ପରେ କର୍ପୋରେଟ୍ ଚାକିରୀ ଆଉ ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ | କିଛି ଜେନ୍-ଜି ଯୁବକ ଡ୍ରାଇଭିଂ ,ଗିଗ କାମ ଏବଂ ଅନ୍ୟାନ୍ୟ କ୍ୟାରିଅର ବିକଳ୍ପଗୁଡିକୁ ବିନା ଦୁଵିଧାରେ ଅନୁସରଣ କରୁଛନ୍ତି | B.Com ଗ୍ରାଜୁଏଟ ହେମଟୋର ଦେବବର୍ମା Uber Black ଡ୍ରାଇଭିଙ୍ଗ ଏହି ପରିବର୍ତ୍ତିତ ଚିନ୍ତାଧାରା ଏକ ଉଦାହରଣ |