୯୦ହଜାରଙ୍କ ଆଇସୋଲେସନ ପାଇଁ କ୍ବାରେଣ୍ଟିନ ସେଣ୍ଟର କରିଛି ଚୀନ

ବେଜିଂ: ପୂର୍ବରୁ ପ୍ରମାଣିତ ହୋଇସାରିଛି, ଚୀନ ଛିଙ୍କିଦେଲେ ସାରା ବିଶ୍ବ ସଂକ୍ରମିତ ହୋଇଗଲା କରୋନାରେ। ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଉପୁଜିବାକୁ ଯାଉଛି। ଗତ ସପ୍ତାହରୁ ଦେଶରେ…