ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ। ଭୁପେନ୍ଦ୍ର ପଟେଲଙ୍କ ସହ ମୋଟ ୧୭ ଜଣ ସୋମବାର  ଶପଥ ନେଇଛନ୍ତି।…