ଗୋପାଳ ଖେମକା ହତ୍ୟାକାଣ୍ଡ- ବ୍ୟବସାୟିକ ବିବାଦରୁ କଣ୍ଟ୍ରାକ୍ଟ କିଲିଂ- ସୁଟରକୁ ହତିଆର ଦେଇଥିବା ଅପରାଧୀକୁ ଏନକାଉଣ୍ଟର
ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମକା ହତ୍ୟାକାଣ୍ଡରେ ପୁଲିସକୁ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବ୍ୟବସାୟୀ ଅଶୋକ ସାଓକୁ ପୁଲିସ ଗିରଫ କରିଛି। ୪ଲକ୍ଷ ଟଙ୍କା ଦେଇ କଣ୍ଟ୍ରାକ୍ଟ…
