ଚମ୍ପୁଆ ରେଞ୍ଜର ପତଳା ଗାଁରେ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେଉଛି। ଏହାକୁ ନେଇ ଗ୍ରାମବାସୀ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ହାତୀ ଘଉଡ଼ାଇବା ଓ କ୍ଷତିପୂରଣ ଦାବି କରିଛନ୍ତି।