ବାଙ୍କୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବାଙ୍କୀ: ବାଙ୍କୀ ପୌରାଞ୍ଚଳର ଅଧିବାସୀଙ୍କୁ ଘାରିଲା ଡେଙ୍ଗୁର ଭୟ। ବିପର୍ଯ୍ୟସ୍ତ ପରିମଳ ସାଙ୍ଗକୁ ଡ୍ରେନେଜ ଅବ୍ୟବସ୍ଥା ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବା ଆଉ…