ଗୋପପୁର କମିଟି ପକ୍ଷରୁ କଳାକାର ଚୟନ

ବରଗଡ:  ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କମିଟି ପକ୍ଷରୁ ମଧ୍ୟ  କଳାକାର ଚୟନ କରାଯାଇଛି । କୃଷ୍ଣ,ବଳରାମ,ରାଧା ଏବଂ ମଧୁମଙ୍ଗଲ ପାଇଁ ଏଥର ନୂତନ କଳାକାର…