ଏମିତି ଏକ ହୋଟେଲ: କମ୍ ଓଜନରେ ଅଧିକ ଡିସକାଉଣ୍ଟ

ଥାଇଲାଣ୍ଡରେ ଏକ ରେଷ୍ଟରାେଁରେ ଡିସକାଉଣ୍ଟ ଲାଗି ଅଭିନବ ପ୍ରୟାସ କରିଛନ୍ତି ହୋଟେଲ କର୍ତ୍ତୃପକ୍ଷ। ଯିଏ ଯେତେଥର ଏହି ଏଣ୍ଟ୍ରିଗେଟ୍ ରେ ପ୍ରବେଶ କରିପାରିବ, ତାକୁ ଖାଦ୍ୟରେ ସେତିକ…