କୁଆଡ଼େ ଗଲ ରାଜା ଭାଇ-ଅରୁଣ ଭାଇ..

ବିଧାନସଭାର ଶୂନ୍ୟକାଳରେ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ସାଙ୍ଗକୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବା ନେଇ ଦଳମତ ନିର୍ବିଶେଷରେ ସମସ୍ୱର ଶୁଭିଥିଲା ଗୃହରେ। ତେବେ ପାଳି ପଡ଼ିଥିଲା…