ଯାତ୍ରା ଦେଖିବା ପଡିଲା କାଳ

ଢେଙ୍କାନାଳ: ଯାତ୍ରା ଦେଖିବାକୁ ଯାଇଥିବା ବାଳକ କୂଅରେ ପଡି ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧୀନ ସରଦେଇପୁର…