ବିଶ୍ବକର୍ମା ପୂଜା ବେଳେ ଗଣ୍ଡଗୋଳ: ଯୁବକ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ITIରେ ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ  ଗଣ୍ଡଗୋଳ। ଜଣେ ଯୁବକ ଆହତ।  ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ଗଣ୍ଡଗୋଳର କାରଣ ଜଣାପଡି ନାହିଁ।…