ଆସୁଛି ଗଣେଷ ପୂଜା, ମୂର୍ତ୍ତି ଗଢିବାରେ ଲାଗିଲେଣି କାରିଗର

ବୁଗୁଡା: ପାଖେଇ ଆସୁଛି ଗଣେଶ ପୂଜା।  ଏଥିଲାଗି  ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର। କରୋନା କଟକଣା ଯୋଗୁଁ  ଦୀର୍ଘ ଦୁଇ ବର୍ଷ ହେବ ପୂଜା…