ରାଜ୍ୟପାଳଙ୍କ ହାତରେ ସୋରେନଙ୍କ ଭବିଷ୍ୟତ

ରାଞ୍ଚି: ବଢିଲା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା। କୌଣସି ବି ସମୟରେ ତାଙ୍କ ଆସନ ଛଡାଇ ନେବାକୁ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟପାଳ। ମୁଖ୍ୟମନ୍ତ୍ରୀତ୍ବ କାଳରେ…