ମାଉଣ୍ଟ ଏଭରେଷ୍ଟ ପର୍ବତାରୋହୀ- ଗଣିବେ ଅଧିକ ପରମିଟ୍ ଶୁଳ୍କ

ମାଉଣ୍ଟ ଏଭରେଷ୍ଟରେ ଚଢ଼ିବାକୁ ବଢ଼ିଲା ପରମିଟ୍ ଶୁଳ୍କ। ପ୍ରାୟ ୩୬ ପ୍ରତିଶତ ଶୁଳ୍କ ବଢାଇଛି ନେପାଳ। ମାଉଣ୍ଟ ଏଭରେଷ୍ଟ ବା ମାଉଣ୍ଟ୍ କାମାଲାଙ୍ଗମା ଚଢ଼ିବାକୁ ଏଣିକି ବିଦେଶୀଙ୍କ…

ଇଥିଓପିଆରେ ଭୂକମ୍ପ ଝଟକା

ଇଥିଓପିଆରେ ବଡ଼ ଧରଣର ଭୂକମ୍ପ ଝଟକା। ଶନିବାର ସକାଳେ ଇଥିଓପିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ଼…

ଗାଜା ଉପରେ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍

ଶୁକ୍ରବାର ରାତିରେ ଗାଜା ଉପରେ ଇସ୍ରାଏଲ ଘନ ଘନ ଏୟାରଷ୍ଟ୍ରାଇକ କରିଛି । ଏଥିରେ ଶିଶୁଙ୍କ ସମେତ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନା…

ବଦଳିଯିବ ବାଂଲାଦେଶର ନାମ !

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ମଙ୍ଗଳବାର ଛାତ୍ର ନେତାମାନେ ରାଜଧାନୀ ଢାକାସ୍ଥିତ…

ଆଫଗାନ-ପାକିସ୍ତାନ ସେନା ସଂଘର୍ଷ, ୨୨ ମୃତ…

ଆଫଗାନ-ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ । ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଛି । ଘଟଣାରେ…

ପାକିସ୍ତାନ ଚେକ୍ ପୋଷ୍ଟରେ ଆତଙ୍କୀ ହମଲା

ପାକିସ୍ତାନ ଚେକ୍ ପୋଷ୍ଟରେ ଆତଙ୍କୀ ହମଲା। ୧୬ ସୈନ୍ୟ ମୃତ। ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ଏକ ଚେକ ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣରେ ୧୬ ଜଣ…

କ୍ରିସମାସ ମାର୍କେଟରେ ମାଡିଗଲା କାର୍

ଜର୍ମାନୀରେ କ୍ରିସମାସ ମାର୍କେଟରେ ଅଭାବନୀୟ ଘଟଣା। ମାର୍କେଟରେ ଏକ କାର୍ ଦ୍ରୁତଗତିରେ ପଶି ଅନେକଙ୍କ ଉପରେ ମାଡ଼ିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ସହ ୬୦ରୁ ଅଧିକ ଲୋକ…