ମାଣ୍ଡିଆରୁ ମଦ ତିଆରି- ମସୁଧାରୁ କ୍ଷାନ୍ତ ରୁହ ସରକାର

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ନିର୍ବାଚନୀ ଇସ୍ତାହାରରେ କହିଛନ୍ତି ବିଜେପି ସରକାର। କିନ୍ତୁ ଶ୍ରୀଅନ୍ନ ମାନ୍ୟତା ଦେଇଥିବା ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାର ମସୁଧାରେ…