ଆଇ-ପ୍ୟାକ୍ ଅଫିସରେ ଇଡି ରେଡ୍- ମାମଲା ଗଲା ସୁପ୍ରିମକୋର୍ଟକୁ

କାଠଗଡ଼ାରେ ମମତା ବାନାର୍ଜୀଙ୍କ ହଲ୍ଲାବୋଲ। ଆଇ-ପ୍ୟାକ୍ ରେଡ୍ ମାମଲାରେ ହାଇକୋର୍ଟ ତତ୍କାଳ ଶୁଣାଣୀ କରିବାକୁ ମନା କରିଥିଲେ। କିନ୍ତୁ ଟିଏମସିର ଆବେଦନକୁ ଖାରଜ କରିଦେଇଥିଲେ କୋଲକାତା ହାଇକୋର୍ଟ।…

କେନ୍ଦ୍ରକୁ ଦିଦିଙ୍କ ଚେତାବନୀ- ଏନଆରସି କରାଇବାକୁ ଦେବିନି

ଯାହା କରିବା କଥା କର। କିନ୍ତୁ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରିବାକୁ ଦେବିନି। ଏସଆଇଆର ବିରୁଦ୍ଧରେ କୁଚବିହାରରେ ହୋଇଥିବା ରାଲିରେ ସାମିଲ୍ ହୋଇ କେନ୍ଦ୍ରକୁ ଏଭଳି ଚେତାବନୀ…

ବିହାର ପରେ ବଙ୍ଗ ପାଳି- ମୋଦିଙ୍କ ଟାର୍ଗେଟରେ ଦିଦି

ବିହାରରେ ଏନଡିଏର ସୁନାମୀ ବିଜୟ। ଏଣିକି ବଙ୍ଗ। ବିହାରରେ ଐତିହାସିକ ବିଜୟ ପରେ ମମତାଙ୍କୁ ଅଲଟିମେଟ ଦେଇଛନ୍ତି ମୋଦି। ପଶ୍ଚିମବଙ୍ଗ ଲାଗି ରଣହୁଂକାର ଛାଡ଼ିଛନ୍ତି ମୋଦି। ଦଳୀୟ…

ଦୁର୍ଗାପୁର ଗଣଦୁଷ୍କର୍ମ- ପ୍ରଶ୍ନବାଚୀରେ ଦିଦିଙ୍କ ସମ୍ୱେଦନଶୀଳତା!

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରାପଡ଼ିଲେ। ୩ ଅଭିଯୁକ୍ତ ହେଲେ ଶେକ୍ ରିଆଜ୍ ଉଦ୍ଦିନ, ଶେକ ଫିର୍ଦ୍ଦୋସ ଓ ଆପୁ ବାଉରୀ। ଏମାନଙ୍କୁ…

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!

ବନ୍ଧୁ ସହ ଡିନର କରିବାକୁ କ୍ୟାମ୍ପସ ବାହାରକୁ ଯାଇଥିଲେ। ଫେରିଲା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ଘୋଷାରି ନେଇ…

ଦି ବେଙ୍ଗଲ ଫାଇଲ୍ସ- ଟ୍ରେଲର ରିଲିଜରେ ହଙ୍ଗାମା

ବହୁ ଚର୍ଚ୍ଚିତ ଦି ବେଙ୍ଗଲ ଫାଇଲ୍ସର ଟ୍ରେଲର ରିଲିଜ ହୋଇଛି। ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି। କିନ୍ତୁ ଟ୍ରେଲର ଲଞ୍ଚିଂରେ…

ସମ୍ୱିଧାନର ସୁରକ୍ଷା- ବାସ୍ତବରେ କିଏ କରୁଛି?

ସ୍ୱାଧୀନତା ଦିବସରେ ଲୋକତନ୍ତ୍ର ଓ ସମ୍ୱିଧାନର କଥା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସମ୍ୱିଧାନ ହିଁ ସ୍ୱତନ୍ତ୍ର ଭାରତର ସର୍ବୋଚ୍ଚ ସ୍ତମ୍ଭ ଅଟେ। ପ୍ରେରଣାର…

ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ- ଜୁଲାଇ ୧ ଯାଏ ପୁଲିସ କଷ୍ଟଡିକୁ ଗଲେ ଅଭିଯୁକ୍ତ

କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ଗଣଦୁଷ୍କର୍ମ ଘଟଣାକୁ ନେଇ ବଙ୍ଗ ରାଜନୀତି ଉଠୁଛି ପଡ଼ୁଛି। ମୋଟ ୩ ଜଣ ଏହି ଅତ୍ୟାଚାର କରିଥିଲେ। ଦୁଇଜଣ…

ଓଡ଼ିଶାର ବିପଦର ବନ୍ଧୁ ବଙ୍ଗ- ଜଗନ୍ନାଥ ଧାମକୁ ନେଇ କାହିଁକି ଆପତ୍ତି- ଦିଦି

ମାନିଲେନି ଦିଦି। ପାଲଟା ଅଧିକ ତେଜିଲେଣି ବିବାଦକୁ। ଓଡ଼ିଶାକୁ ଦେକାଇଲେ ନାଲି ଆଖି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହି ଓଡ଼ିଶା ଓ ଜଗନ୍ନାଥ ଭକ୍ତଙ୍କ ଭାବାବେଗ…

ଧାମ ଓ ମହୋଦଧି ନାମକରଣ ବିବାଦ- ଆଇନଗତ ଲଢ଼େଇ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଧୀରେ ଧୀରେ ବଢ଼ିଲାଣି। ଜଗନ୍ନାଥ ଧାମ ଲେଖିବା ପରେ ଏହାକୁ ନେଇ ଅନୁତପ୍ତ ବଦଳରେ ପାଲଟା ବିଷ ଓଗାଳିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଦିଘାକୁ ନେଇ ବିବାଦ- ମନ୍ଦିର ନା ଧାମ

ଚାରି ଧାମରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। କିନ୍ତୁ ଜଗନ୍ନାଥ ଧାମ ଆଉ କେଉଁଠି ନାହିଁ। ଏ କଥା ସତ। କିନ୍ତୁ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ…

ଓ୍ୱାକଫ ଆଇନ ବିରୋଧୀ ଝଡ଼- ବଙ୍ଗରେ ହିଂସା- ତେଜିଲା ରାଜନୀତି

ଓ୍ୱାକଫ ଆଇନକୁ ରଦ୍ଦ ଦାବିରେ ପଶ୍ଚିମବଙ୍ଗରେ ହିଂସା। ମୁର୍ସିଦାବାଦରେ ବ୍ୟାପକ ହିଂସା ହୋଇଛି। ଉପଦ୍ରବୀ ବୋମମାଡ଼ କରିବା ସହ ଅନେକ ସରକାରୀ ଗାଡ଼ିକୁ ଜାଳି ଦେଇଛନ୍ତି। ଟ୍ରେନ୍…