ଏଲଆଇସି ଓ ଜାତୀୟ ବ୍ୟାଙ୍କ ଅର୍ଥ ଖର୍ଚ୍ଚ କରୁଛି ବିଜେପି: ମମତା

ବର୍ଦ୍ଧମାନ: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ସରକାର ଉପରେ ଲଗାଇଛନ୍ତି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନର ସେୟାର ମାର୍କେଟର ସ୍ଥିତି ତଥା ଚଳିତ ବଜେଟ ଉପରେ…