ଚିକିତ୍ସା ପାଇଁ ଲାଲୁ ଗଲେ ଦିଲ୍ଲୀ

ପାଟନା: ବୁଧବାର ଏୟାର ଆମ୍ବୁଲାନ୍ସରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସେ ସିଡିରୁ ପଡିଯିବାରୁ ତାଙ୍କ କାନ୍ଧ ଓ ହାତରେ…