ଏମିତି ବି ମୃତ୍ୟୁ ଆସେ.. ଓ୍ୱାଟରପାର୍କ ଯାଉଥିଲେ ସାବଧାନ୍

ନିର୍ବନ୍ଧ ସରିଥିଲା। ବାହାଘର ବାକି ଥିଲା। କିନ୍ତୁ ଦଇବ ସହିଲାନି। ବିବାହ ବନ୍ଧନରେ ବାନ୍ଧିହେବା ଆଗରୁ ସବୁ ସ୍ୱପ୍ନ ଚୁରମାର କରିଦେଲା ଆମ୍ୟୁଜମେଣ୍ଟ ପାର୍କ। ଓ୍ୱାଟର ପାର୍କରେ…