କାହିଁକି ଫାଟୁଛି ଜୋଶୀମଠ ଇଲାକା

ଜୋଶୀମଠ: ଜୋଶୀମଠରେ ଦେଖାଦେଇଥିବା ବିପତ୍ତିର କାରଣ ଖୋଜା ଚାଲିଛି। ସରକାରୀସ୍ତରରେ ବିଶେଷଜ୍ଞ ସେଠାରେ କାରଣ ଖୋଜିବାରେ ଲାଗିଥିବା ବେଳେ ଲୋକେ ସରକାରର ବିଭିନ୍ନ ଯୋଜନାକୁ ଦାୟୀ କରୁଛନ୍ତି।…