ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର କମ୍‌

() ରାଜ୍ୟ ଋଣଭାରରେ ବୁଡ଼ିଛି କି ନାହିଁ। ଋଣଭାର ହ୍ରାସ ଲାଗି ସରକାର କି ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କିତ ପ୍ରଶ୍ନକୁ ନେଇ ପ୍ରଶ୍ନକାଳରେ ଘମାସାନ ଆଲୋଚନା…