ଅନ୍ତିମ ପର୍ଯ୍ୟାୟ ଭୋଟ୍: କେଉଁ ହେଭିଓ୍ୱେଟଙ୍କ ଭାଗ୍ୟପରୀକ୍ଷା

() ଜୁନ୍ ୧ରେ ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯାୟ ନିର୍ବାଚନ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ୬ ସଂସଦୀୟ କ୍ଷେତ୍ରରେ ପଡ଼ିବ…