ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ୨ ମୃତ

ଚନ୍ଦୋଲି: ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଏକ ଘରୋଇ ହସ୍ପିଟାଲ ବାହାର ସିଲିଣ୍ଡର ବିସ୍ଫୋରଣରେ ଶୁକ୍ରବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା…