ପିଆଇଏଲ ଯାଚିକା କର୍ତ୍ତାଙ୍କୁ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ସାମାଜିକ କର୍ମୀ ହିମାଂଶୁ କୁମାରଙ୍କ ଦ୍ବାରା ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। ଯାଚିକାରେ ୨୦୦୯ ମସିହାରେ ଛତିଶଗଡରେ ହୋଇଥିବା ୧୭ ଆଦିବାସୀଙ୍କ…