ଓଲଟିଲା ବିମାନ, ୧୮ରୁ ଅଧିକ ଯାତ୍ରୀ ଆହତ

ଲ୍ୟାଣ୍ଡିଂ ପରେ ରନଓ୍ୱେରେ ଓଲଟିଗଲା ବିମାନ। କାନାଡ଼ାର ଟରୋଣ୍ଟୋରେ ଡେଲଟା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବିମାନରେ ୭୬ ଯାତ୍ରୀ…