ବନ୍ୟା ପାଇଁ ଆସନ୍ତା ୨୭କୁ ଘୁଞ୍ଚିଲା ଏଏସଓ ପରୀକ୍ଷା

ଭୁବନେଶ୍ବର: ଅଗଷ୍ଟ ୨୧ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ ପରୀକ୍ଷା ୨୭ ତାରିଖରେ ହେବ ବୋଲି ଓପିଏସସି  ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା…