ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାରେ ମଡେଲ୍ ସହରର ପରିଚୟ ପାଇବେ ଓଡ଼ିଶାର ଦୁଇ ସହର | PRAGATI 50ରେ ସ୍ଥାନ ପାଇ ଦେଶର ୫୦ ଚୟନିତ ସହର ମଧ୍ୟରେ ସାମିଲ ହେଲେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ | ‘ମଡେଲ୍ ସାନିଟେସନ୍ ସିଟି’ ଭାବେ ବିକଶିତ କରିବା ମୁଖ୍ୟ ଲକ୍ଷ୍ୟ।