ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ପୁଣି ତତ୍ପରତା ଦେଖାଇଛନ୍ତି ସରକାର । ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା । ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅନ୍ୟପଟେ ଶ୍ରୀ ମନ୍ଦିର ର କିଛି ସେବାୟତ ଙ୍କ ମତ ଭିନ୍ନ ରହିଛି।
କୁମ୍ଭାରପଡା ରେ ହତ୍ୟାକାଣ୍ଡ l ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ l ଭଡାଘରେ ମହିଳାକୁ ମାରି ପୋତି ପ୍ଳାଷ୍ଟର କରିଦେଇଥିବା ଜଣାପଡ଼ିଛି l ଘଟଣା ସ୍ଥଳରେ ସିଟିଡ଼ିଏସପି ଓ କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ଛାନ ଭିନ ଆରମ୍ଭ କରିଛି