ସାମାନ୍ୟ କଥାକୁ ନେଇ ୪୨ ବର୍ଷ ହେବ ଭାତ ଛାଡିଛନ୍ତି ରାମ

() ପତ୍ନୀଙ୍କ ଉପରେ ରାଗି ଦୀର୍ଘ ୪୨ବର୍ଷ ହେବ ଭାତ ଖାଇନାହାନ୍ତି ରାମଚନ୍ଦ୍ର।  ଏହା ତ୍ରେତୟା ଯୁଗର ପ୍ରଭୁ ରାମଚନ୍ଦ୍ର ଓ ସୀତାଙ୍କ କାହାଣୀ ନୁହେଁ ।…