ନିବେଶକଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାଗ୍ରସ୍ତ

() ହିଣ୍ଡେନବର୍ଗ ରିସର୍ଚ୍ଚ ଓ ଏହାର ପ୍ରତିଷ୍ଠାତା ନୀଥନ ଆଣ୍ଡେରସନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଦୁଇଟି ମାମଲାର ଶୁଣାଣୀ ଆଜି ସୁପ୍ରିମକୋର୍ଟରେ ହୋଇଛି। ଆଦାନୀ ଗ୍ରୁପ ବିରୁଦ୍ଧରେ…