ଜନସଂଖ୍ୟା ନିୟନ୍ତ୍ରଣ ସମ୍ବନ୍ଧିତ ଯାଚିକାରେ କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ଜନସଂଖ୍ୟା ଉପରେ ଦାୟର ଯାଚିକା ଉପରେ ଏକ ନୋଟିସ କରିଛନ୍ତି। ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ…