ଏହି ଘଟଣା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଚର୍ଚ୍ଚାରେ ରହିଛି । ଏହି ଘଟଣା ପୁଣିଥରେ ମନେ ପକାଇଦେଇଛି ଯେ, ଅନଲାଇନ୍ ପ୍ରେମ ସମ୍ପର୍କରେ ବିଶ୍ୱାସ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିଙ୍କ ପରିଚୟ ଭଲ ଭାବରେ ଯାଞ୍ଚ କରିବା କେତେ ଜରୁରୀ ।