ଅସୁସ୍ଥ କଂଗ୍ରେସର ପୂର୍ବତନ ସଭାପତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଅସୁସ୍ଥ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୬ ବର୍ଷୀୟା ସୋନିଆଙ୍କୁ ଜ୍ବର ହେବାକୁ…