ଆଉ ୧୨ ଚିତା ଆସିଲେ ଭାରତ

ଭୋପାଳ: ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆସି ପହଞ୍ଚିଛି ଭାରତରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛଡ଼ାଯାଇଛି। ଆଗରୁ ୮ଟି ଆଫ୍ରିକାନ ଚିତା ନାମ୍ୱିଆରୁ ଆସିଥିଲା।…