ବିଦ୍ୟୁତ କରେଣ୍ଟରେ ଛାତ୍ରୀ ମୃତ

ଜୟପୁର:  ଜୟପୁର ଜିଲ୍ଲା କୁନ୍ଦ୍ରା ବ୍ଲକ ଦିଗାପୁର ଏସଏସଡି ହାଇସ୍କୁଲରେ ଅଘଟଣ। ସ୍କୁଲ ପରିସରରେ ଛାତ୍ରୀ ନିବାସର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ…