ପାକିସ୍ତାନର ସଣ୍ଡେ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୩୦୦ ଦୋକାନ

ଇସଲାମବାଦ: ପାକିସ୍ତାନ ରାଜଧାନୀ ଇସଲାମବାଦର ଜନପ୍ରିୟ ସଣ୍ଡେ ବଜାରରେ ଭିଷଣ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି ୩୦୦ରୁ ଅଧିକ ଦୋକାନ। ସଣ୍ଡେ ବଜାରର ଗେଟ ନମ୍ବର…