ଆସନ୍ତା ୨୦ ଯାଏଁ ଆଶିଷ ମିଶ୍ରାଙ୍କ ମାମଲା ସ୍ଥଗିତ

ନୂଆଦିଲ୍ଲୀ:  ଲକ୍ଷ୍ମୀପୁର ଖେରୀ ଘଟଣାରେ ଆଜି ସୁପ୍ରିମକୋର୍ଟରୁ ଆଶିଷ ମିଶ୍ରାଙ୍କୁ ମିଳିଲାନି ଆଶ୍ବସ୍ତି।  ଇଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ…

ଜୋଶୀମଠ: ତତ୍କାଳ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅରାଜି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜୋଶୀମଠ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଜାନୁଆରୀ ୧୬ରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏଥିସହ କୋର୍ଟ ଆହୁରି…

୩ ଦିନରେ ୪୪ ବିଚାରପତିଙ୍କ ନାମ ତାଲିକା ପଠାଯିବ: କେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତା ତିନି ଦିନରେ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତ ହେବାକୁ ଥିବା ୪୪ ବିଚାରପତିଙ୍କ ନାମ ସ୍ପଷ୍ଟ କରାଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି କେନ୍ଦ୍ର।…

ସମଲିଙ୍ଗି ବିବାହକୁ ମାନ୍ୟତା: ଫେବୃଆରୀ ୧୫ ସୁଦ୍ଧା କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ: ଶୁକ୍ରବାର ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବା ଉପରେ ଦେଶବ୍ୟାପୀ ଥିବା ସମସ୍ତ ହାଇକୋର୍ଟରେ ପଡିରହିଥିବା ମାମଲାଗୁଡିକୁ ଏକାଠି ଯୋଡିବା ସହ ନିଜ ଅଧୀନକୁ ନେଇଛନ୍ତି…

ଚିଟଫଣ୍ଡକୁ ନେଇ ସିବିଆଇକୁ ସର୍ବୋଚ୍ଚ କୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ:  ଚିଟଫଣ୍ଡ ମାମଲାରେ ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ…

ୟୁପି ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦୋଷୀମାନଙ୍କୁ ଦଣ୍ଡରେ ଦିଆଯାଇଥିବା ରିହାତି ପରେ କେତେଜଣଙ୍କୁ ଏହାର ଲାଭ ମିଳିଛି। ଏହା ଉପରେ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକକୁ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ। ଗୁରୁବାର…

୪ହଜାର ପରିବାରକୁ ଏପରି ସ୍ଥାନାନ୍ତର କରାଯାଇ ପାରିବ ନାହିଁ: ଏସସି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହଲଦ୍ବାନି ଅଞ୍ଚଳରେ ରେଳବାଇ ଜମି ଅକ୍ତିଆର କରି ରହିଥିବା ୪୦୦୦ ହଜାର ପରିବାରକୁ ସାମାନ୍ୟ ଆଶ୍ବସ୍ତି। ସେଠାରୁ  ଏହି ପରିବାରକୁ ହଟାଇବାକୁ ହାଇକୋର୍ଟ ଦେଇଥିବା…

ବାକ୍‌ ସ୍ବାଧୀନତା ଉପରେ ଅଧିକ କଟକଣାର ଆବଶ୍ୟକତା ନାହିଁ: ଏସସି

ନୂଆଦିଲ୍ଲୀ:  ମଙ୍ଗଳବାର  ସୁପ୍ରିମକୋର୍ଟ ବାକ୍‌ ସ୍ବାଧୀନତା ଉପରେ ଦେଇଛନ୍ତି ବଡ ବୟାନ। ସରକାରୀ ଅଧିକାରୀ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ବାକ୍ ସ୍ବାଧୀନତା ଉପରେ ସମ୍ବିଧାନର ଆର୍ଟିକିଲ ୧୯(୨)…

ବିମୁଦ୍ରୀକରଣ: ୪:୧ ବହୁମତରେ କେନ୍ଦ୍ରକୁ କ୍ଲିନଚିଟ୍

ନୂଆଦିଲ୍ଲୀ:  ବିମୁଦ୍ରୀକରଣ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ସମସ୍ତ ୫୮ ଯାଚିକାକୁ ସୋମବାର ଦିନ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କେନ୍ଦ୍ର ସରକାରକୁ କ୍ଲିନଚିଟ ଦେଇ ନୋଟବନ୍ଦ ନିଷ୍ପତ୍ତିକୁ ସଠିକ…

ରାହୁଲଙ୍କ ବିଜୟ ବିପକ୍ଷ ଚ୍ୟାଲେଞ୍ଜ ଯାଚିକା ଖାରଜ

ତିରୁବନନ୍ତପୁରମ: ୨୦୧୯ରେ କେରଳର ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଜିତିବାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ ଏଏସ ବୋପନ୍ନା ଓ…

ଆମେ ଏଠାରେ କଣ ପାଇଁ: ସିଜେଆଇ

ନୂଆଦିଲ୍ଲୀ: ମାମଲା ସୁପ୍ରିମକୋର୍ଟ ପାଇଁ ଛୋଟ ନୁହେଁ, ଏପରି କହିଛନ୍ତି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ। ଯଦି ଆମେ ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ କାର୍ଯ୍ୟାନୁଷ୍ଠାନ କରୁ…

ଗୋଧ୍ରା ଟ୍ରେନ ପୋଡି: ଦୋଷୀକୁ ଜାମିନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଗୋଧ୍ରା ଟ୍ରେନ ପୋଡି ଘଟଣାର ଅଭିଯୁକ୍ତକୁ ଜାମିନ ମଞ୍ଜୁର। ସୁପ୍ରିମକୋର୍ଟ ଗୁରୁବାର ଦିନ ଗୋଧ୍ରା ଘଟଣାର ଅନ୍ୟତମ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ସେ…