ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ଟି ରାଜା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ବିଜେପି କେନ୍ଦ୍ରୀୟ ଶୃଙ୍ଖଳା କମିଟି ତେଲେଙ୍ଗାନାର ବିଜେପି ବିଧାୟକ ଟି ରାଜାଙ୍କୁ ଦଳରୁ ନିଲମ୍ବିତ କରିଛି। ଏହା…