ଭବାନୀପାଟନାର ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଭବାନୀପାଟଣା: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି କଳାହାଣ୍ଡି ଜିଲ୍ଲା ର ଫୁର୍ଲି ଝରଣ ଓ ରାବଣ ଧାର   ଜଳପ୍ରପାତ…