ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଅଡୁଆରେ ୟୁପି ପୁଲିସ

() ଓ୍ୱାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇ ୟୁପି ପୁଲିସ- ଜନତା ଖଣ୍ଡଯୁଦ୍ଧକୁ ନେଇ ଚାରିଆଡ଼େ ହଇଚଇ। ଉଦ୍ଧମ ସିଂ ନଗରରେ ଜଣେ ଖଣି ମାଫିଆଙ୍କ ସହ ଜଣେ…