ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ ହେବା ଘଟଣା। ଗତକାଲି ଠାରୁ ନିଖୋଜ ଥିଲେ ଯୁବକ। ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡଙ୍କ ଖୋଜା ଖୋଜା ପରେ ଆଜି ପେଣ୍ଠକଟା ନିକଟ ଗଭୀର ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛିl ମୃତ ଯୁବକ ହେଲେ ପଶ୍ଚିମବଙ୍ଗର ୩୦ବର୍ଷୀୟ ସମ୍ରାଟ ମଣ୍ଡଳ। ତେବେ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୁରୀ ସଦର ମୁଖ୍ୟଚିକିତ୍ସାଳୟକୁ ପଠାଯାଇଛି l

Leave a Reply

Your email address will not be published. Required fields are marked *