ପୋଲିସ ବିଭାଗରେ କେଳେଙ୍କାରୀ

Spread the love

ଭୁବେନେଶ୍ୱର: ପୋଲିସ ବିଭାଗରେ ବଡ଼ କେଳେଙ୍କାରୀ। ସରକାରୀ ରାଜସ୍ୱକୁ ଖାଇ ଚାଲିଛନ୍ତି ବଡ଼ ପୋଲିସ ବାବୁ। ଅଭିଯୋଗ କଲେ କି ପ୍ରଶ୍ନ କଲେ ଚାକିରୀ ରୁ ବିନା କାରଣରେ ବିଦା କରୁଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ଗଜପତିର କାମଣ୍ଡେଣ୍ଡ ଜୁରିଆ ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପୋଲିସ ବିଭାଗର ଟଙ୍କାକୁ ଆତ୍ମସାତ କରୁଥିବା ନେଇ ଗଜପତି OSAP 3RD SSBN ର ଯବାନ ବିଜୟ ଚୌଧୁରୀ DG ଙ୍କୁ ଅଭିଯୋଗ କରିଥିଲେ। ପରେ ସମସ୍ତ ତଥ୍ୟ ପ୍ରମାଣ ଥିବା ସତ୍ତ୍ବେ ତାଙ୍କୁ ଚକ୍ରାନ୍ତ କରି ତାଙ୍କୁ ଚାକିରୀରୁ ବହିଷ୍କାର କରିଥିବା ନେଇ ବିଜୟ ଅଭିଯୋଗ କରିଛନ୍ତି। ତେବେ DIG ଓ ADG ତାଙ୍କ ଦାବି ନଶୁଣିଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *