ଦେଶର ଶ୍ରେଷ୍ଠ ୨୦ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

Spread the love

ଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି ।

ସେହିଭଳି ୨୦୦୦ ମସିହା କିମ୍ଭା ତା ପରେ ସ୍ଥାପିତ ୧୦ ଟି ଶ୍ରେଷ୍ଟ ଉଦୀୟମାନ ବା ସର୍ଭାଧିକ ସ୍କୋରିଙ୍ଗ କଲେଜ ମଧ୍ୟ୍ୟରେ ଏମ୍ସ କୁ ଦିତ୍ବୟ ମାନ୍ୟତା ମିଳିଛି । ଏଥି ସହ ସର୍ବନିମ୍ନ ଫି ନେଉଥିବା କଲେଜ ଭାବରେ ଏମ୍ସ କୁ ଚତୁର୍ଥ ସ୍ଥାନ ମିଳିଛି । ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ମୁକେଶ ତ୍ରୀପାଠୀ ଏଭଲି ସପଳତାଲେ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହ ଲୋକ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିବଦ୍ଧ । ସାମଗ୍ରିକ ବିକାଶ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଗତ ବର୍ଷ ମଧ୍ୟ୍ୟ ଏମ୍ସ କୁ ଉତ୍ତମ ପ୍ରତିଷ୍ଟାନ ଭାବରେ ଠିଆ ହୋଇଛି । ଏମ୍ସ ପ୍ରଥମ ଦଶନ୍ଧିରେ ଅନେକ ପ୍ରଶଂସା ପାଇଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନ ଦୁର କରିବା ପାଇଁ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଲ ବିହାରୀ ବାଜପେୟୀ ଙ୍କ ପରିକଳ୍ପନା କୁ ବାସ୍ତବରେ ପିରଣତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *