କଟକ: ଯୋଗ କରନ୍ତୁ ନିରୋଗୀ ରୁହନ୍ତୁ। ଏଭଳି ଲକ୍ଷ ରଖି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କରୁଛନ୍ତି ଯୋଗାଭ୍ୟାସ। ସେପଟେ ଏହି ଯୋଗାଭ୍ୟାସ କରୁ କରୁ ଏହାକୁ କିଏ ବୃତ୍ତି କରିଛି ତ ଆଉ କିଏ ନିଜ ଜୀବନର ଏ ଅଂଶ ମଧ୍ୟ କରି ନେଇଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟକ୍ତି ବିଶେଷଙ୍କ ପର୍ଯ୍ୟନ୍ତ ସମସ୍ତେ ଆପଣାଇଛନ୍ତି ଯୋଗକୁ। ଏଭଳିକି ଯୋଗଭ୍ୟାସ କରି ମାତ୍ର ୯ ବର୍ଷ ୬ ମାସ ବୟସରୁ କୁନି ଝିଅଟିଏ ତିଆରି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଆଉ ଯୋଗ କଳା ଦ୍ୱାରା କରାଇଛନ୍ତି ସମସ୍ତଙ୍କୁ ଆକୃଷ୍ଟ। କୁନି ଝିଅର ଯୋଗାଭ୍ୟାସକୁ ନେଇ ବାଙ୍କୀରୁ ଦେଖିବା ଏହି ରିପୋର୍ଟ…
Naxatra News is now on Whatsapp
Join and get latest news update delivered to you via whatsapp
Join Now