ଲଗାତର ତୃତୀୟ ଦିନରେ ମଧ୍ୟ ଏନଆଇଏ କାଶ୍ମୀରର କେତେକ ସ୍ଥାନରେ ଚଢ଼ାଉ କରିଛି

Spread the love

ଶ୍ରୀନଗର : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଲଗାତର ତୃତୀୟ ଦିନରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରଖି ଆତଙ୍କବାଦୀ ସହିତ ଜଡ଼ିତ ଥିବା ଏକ ମାମଲାରେ କାଶ୍ମୀରର କେତେକ ସ୍ଥାନରେ ଚଢ଼ାଉ କରିଛି । ତଲାସୀ ଅଭିଯାନ ପରେ ସନ୍ଦିଗ୍ଧ ପରିସରରୁ ବିଭିନ୍ନ ଆପତିଜନକ ଦସ୍ତାବିଜ ଏବଂ ଇଲେକଟ୍ରୋନିକ ଉପକରଣ ଜବତ କରିଛି ।

Leave a Reply

Your email address will not be published. Required fields are marked *