ନୂଆଦିଲ୍ଲୀ : ରାଜ୍ୟସଭାରେ ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଗତ ସପ୍ତାହରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଦ୍ୱାରା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।ରାଜ୍ୟସଭା ସାଂସଦ ଏସ୍. ଫାଙ୍ଗନୋନ୍ କୋନ୍ୟାକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ବହୁତ ଗର୍ବର ମୁହୂର୍ତ୍ତ ।’
Naxatra News is now on Whatsapp
Join and get latest news update delivered to you via whatsapp
Join Now