ଏକ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିର୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ

Spread the love

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ଗୁଜୁରାଟ ଗସ୍ତରେ ଯାଇ ଅଖିଳ ଭାରତୀୟ ଶିକ୍ଷା ସଂଘର ଅଧିବେଶନରେ ସାମିଲ ହୋଇଛନ୍ତି । ଏହା ପରେ ପ୍ରାୟ ୪୪୦୦ କୋଟି ଟଙ୍କାର ବିଭିନ୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଗିଫ୍ଟ ସହର ପରିଦର୍ଶନ କରିବେ ।

ଗାନ୍ଧୀନଗର ର କାର୍ଯ୍ୟକ୍ରମ ପରେ ୨୪୫୦ କୋଟି ଟଙ୍କାର ଅଧିକ ବିକାଶ ପରିଯୋଜନାର ଉଦ୍‌ଘାଟ ଏବଂ ଶିଳାନ୍ୟାସ କରିବେ । ଏଥି ମଧ୍ୟରୁ ନଗର ବିକାଶ ବିଭାଗ, ଜଳସମ୍ପଦ ବିଭାଗ, ସଡ଼କ ଏବଂ ପରିବହନ ବିଭାଗ ଏବଂ ଖଣିଜ ବିଭାଗ ପରିଯୋଜନା ସାମିଲ ଅଛି ।

Leave a Reply

Your email address will not be published. Required fields are marked *