ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ପଲ୍ ଶ୍ରୋଡରଙ୍କୁ ଭେଟିଛନ୍ତି ।
ବିଶ୍ୱରେ ପୁଞ୍ଜିନିବେଶ ପାଇଁ ଭାରତ ସବୁଠୁ ପସନ୍ଦର ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ସହ ସହଭାଗିତା ପାଇଁ ଅଷ୍ଟ୍ରେଲିଆନସୁପରକୁ ଆମନ୍ତ୍ରଣ କରିଛନ୍ତି ।
ଅଷ୍ଟ୍ରେଲିଆନସୁପର ଅଷ୍ଟ୍ରେଲିଆର ଏକ ସୁପରଆନୁଏସନ ଫଣ୍ଡ୍, ଯାହାର ମୁଖ୍ୟାଳୟ ଭିକ୍ଟୋରିଆର ମେଲବର୍ନରେ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now