ପ୍ରଧାନମନ୍ତ୍ରୀ ଆଜି ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଖାଇବେ ସବୁଜ ପତାକା

Spread the love

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (୨୫ ମଇ) ଦିନ ସକାଳ ୧୧ ଟା ସମୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଡେରାଡ଼ୁନରୁ ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ) ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । ରେଳ ମନ୍ତ୍ରଣାଳୟ ଅନୁସାରେ ରେଲଗାଡ଼ି ସଂଖ୍ୟା ୨୨୪୫୮/୨୨୪୫୭ ଡେରାଡ଼ୁନ-ଆନନ୍ଦବିହାର ଟର୍ମିନାଲ-ଡେରାଡ଼ୁନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିୟମିତ ସେବା ୨୯ ମଇରୁ ଦୁଇଦିଗରୁ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *