ଅବିଭାଗିକୃତ

ହାତୀ ଆକ୍ରମଣରେ ମହିଳା ମୃତ

କେନ୍ଦୁଝର : ହାତୀ ଆକ୍ରମଣ ରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଚଳ ଅଧୀନ ଆକୁଳ ପଞ୍ଚାୟତ ବନବିହାରୀପୂର ନୂଆଗାଁ ଗ୍ରାମର ଦ୍ରୌପଦୀ ନାୟକ । ସକାଳୁ ଦନ୍ତା ହାତୀ ଶୁଣ୍ଢରେ କଚାଡି ମାରି ଦେଇଥିବା ଜଣା ପଡିଛି ।

Related Articles

Leave a Reply

Your email address will not be published.

Back to top button